ରଚନା ଚତୁର
(ରଚନା ନିପୂଣ, ରଚନା ପଟୀୟାନ୍, ରଚନା ପଟୁ—ଅନ୍ୟରୂପ)
(ରଚନା ଚତୁରା, ରଚନା ନିପୁଣା, ରଚନା ପଟୀୟସୀ, ରଚନା ପଟ୍ୱୀ—ସ୍ତ୍ରୀ)
[ରଚନା ଚତୁରତା (ଚାତୁର୍ଯ୍ୟ), ରଚନା ନିପୂଣତା, ରଚନା ନୈପୁଣ୍ୟ ରଚନା ପଟୁତା (ପାଟବ)—ବିଶେଷ୍ୟରୂପ]
ରଚନା ବିଷୟରେ ପାରଙ୍ଗମ —Skilful in arranging.