ରଚନା ପଦ୍ଧତି
ରଚନା ପ୍ରଣାଳୀ, ରଚନା ଭଙ୍ଗୀ—ଅନ୍ୟରୂପ
ରଚନା କରିବାର ରୀତି; ଗଠନ ପ୍ରଣାଳୀ; ଗଢ଼ିବାର ଢଙ୍ଗ — Mode of composition or arrangement.