ରଚିତ
ଦେଖଣା
ରଚିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ରଚ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. କୃତ; ନିର୍ମିତ — ୧. Made; done; manufactured.
- ୨. ବିନ୍ୟସ୍ତ —୨. Dressed up; arranged.
- ୩. ଗ୍ରଥିତ —୩. Strung together.
- ୪. ଅଳଙ୍କୃତ — ୪. Decorated.
- ୫. କଳ୍ପନା ସୃଷ୍ଟ; ସୃଷ୍ଟ; ଉଦ୍ଭାବିତ — ୫. Invented; created.
- ୬. ପରିଷ୍କୃତ — ୬. Cleansed; purified.
- ୭. ଲିଖିତ — ୭. Composed.
ଦେଶଜ - ବିଶେଷ୍ୟ - (+ ଦ୍ଭାବ. ତ)
[ସମ୍ପାଦନା]ରଚନା — Composition.
[ଉ—ଉପଇନ୍ଦ୍ର ଉପଇନ୍ଦ୍ର ଧ୍ୟାନେ ଏ ଛାନ୍ଦ, ରଚିତର ଚିତ୍ତ କରି ଅତି ଆନନ୍ଦ ଭଞ୍ଜ. ପ୍ରେମ— ସୁଧାନିଧି]