ରଚିବା
ଦେଖଣା
ରଚିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ରଚ୍ ଧାତୁ)
[ସମ୍ପାଦନା]- ୧. ରଚନା କରିବା— (ଦେଖ) - —୧. Rachanā karibā (See)
[ଉ—ସଙ୍ଗୀତ ପଠିନୀ ଇଙ୍ଗିତ ଗୀତରେ ରଚି ପୁନଃ ପୁନଃ ଗାଇବି ଭଞ୍ଜ. ପ୍ରେମସୂଧାନିଧି]
- ୨. ଘଟାଇବା — ୨. To cause; to bring about.
[ଉ—ମାନସ ଅଙ୍ଗ, ଭେଦ ପ୍ରସଙ୍ଗ, ଭଙ୍ଗ ରଚିଲା ସ୍ନେହ କବିସୂର୍ଯ୍ୟ. କିଶୋରୀ ଚମ୍ପୂ ମ. ଗୀତ]
- ୩. ଫିଙ୍ଗିବା; ବିନ୍ଧିବା — ୩. To fling.
[ଉ—ନିମିଷକ ମାତ୍ରକେ ଦ୍ରୋଣଙ୍କର ବଳା, ଆନ ଧନୁ ଧରି ବଚିଲେ ଶରମାଳା କୃଷ୍ଣସିଂହ. ମହାଭାରତ. କର୍ଣ୍ଣ]
- ୪. (ଅନ୍ୟ ବିଶେଷ୍ୟ ପର ଲାଗେ) କୌଣସି କର୍ମ କରିବା —୪. To do or perform any act.
[ଉ—ଫଗୁ ଖେଳ ରଚି ବନ— ପ୍ରସୂନ ପରାଗେ ରାଧାନାଥ. ମହାଯାତ୍ର]