ରଜତୋପମ
ରୂପା ପରି; ରୂପା ସଙ୍ଗେ ତୁଳନୀୟ —Resembling; silver.
ରୌପ୍ୟ ମାକ୍ଷିକ; ତାର ମାକ୍ଷିକ; ଉପଧାତୁ ବିଶେଷ (ହିନ୍ଦୀ - ଶ) —Iron pyrites; Ferri Sulphuratum.