ରଜତ ଗିରି
ଦେଖଣା
ରଜତ ଗିରି
ଉଚ୍ଚାରଣ
[ସମ୍ପାଦନା]ରଜତ ପ୍ରସ୍ଥ, ରଜତାଚଳ, ରଜତାଦ୍ରି—ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ହିମାଳୟର ଉତ୍ତରସ୍ଥ କୈଳାସ ପର୍ବତ — The K&aline;i̱ḻāsa mountain lying to the north of the Himalayas.
[ଦ୍ରଷ୍ଟବ୍ୟ —ଏହା ହିମାଳୟର ଉତ୍ତରରେ ତିବତରେ ସ୍ଥିତ ଏହା ନିକଟରେ ମାନସରୋବର ଓ ଏହି ପର୍ବତର ଶିଖର ମହାଦେବଙ୍କ ବାସସ୍ଥାନ ବୋଲି ବର୍ଣ୍ଣିତ ଫଳତଃ ଏଥିର ଚିରତୁଷାରାବୃତ ଶୃଙ୍ଗ ରଜତ ପରି ଦେଖା ଯିବାରୁ ଏହି ନାମକରଣ ହୋଇଅଛି]