Jump to content

ରଜତ ଦ୍ୟୁତି

ଉଇକିଅଭିଧାନ‌ରୁ

ରଜତ ଦ୍ୟୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍) ରୂପାପରି ଆଭା —୧. A glitter like that of silver; silvery lustre.
୨. (ବହୁବ୍ରୀହି) ହନୁମାନ୍ —୨. Hanumān, the monkey hero.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ରୂପାପରି ଆଭା ବିଶିଷ୍ଟ; ରଜତାଭ —Glittering like silver; silvery.