Jump to content

ରଜତ ମୂଲ୍ୟୋପକଳ୍ପିତ

ଉଇକିଅଭିଧାନ‌ରୁ

ରଜତ ମୂଲ୍ୟୋପକଳ୍ପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ରଜତମୂଲ୍ୟ+ ଉପକଳ୍ପିତ)

[ସମ୍ପାଦନା]

ଯେଉଁ ପଦାର୍ଥ (ବ୍ରାହ୍ମଣକୁ ଦିଆଯିବା ଦକ୍ଷିଣାଦି)ର ମୂଲ୍ୟ ରୈପ୍ୟରୂପେ କଳ୍ପିତ ହୋଇଥାଏ —The value of which is reduced to silver coins.

(ଯଥା— ମୁ ବ୍ରାହ୍ମଣଙ୍କୁ ରଜତମୂଲ୍ୟୋପକଳ୍ପିତ ଦକ୍ଷିଣା ସଂପ୍ରାଦନ କରୁଅଛି)