ରଜନିଚର
ଦେଖଣା
ରଜନିଚର
ଉଚ୍ଚାରଣ
[ସମ୍ପାଦନା](ରଜନୀଚରା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ରଜନି+ଚଚ୍ ଧାତୁ+କର୍ତ୍ତୃ. ଅ; ରାତିରେ ବୁଲେ)
[ସମ୍ପାଦନା]- ୧. ରାତ୍ରିଚର; ନିଶାଚର; ରାକ୍ଷସ — ୧. A demon goblin (literally night- stalker).
- ୨. ତସ୍ୱର; ଚୋର —୨. Thief.
- ୩. ଦିବାନ୍ଧ ପ୍ରାଣିଗଣ (ଯଥା—ପେଚକ) —୩. Animals that prowl in the night (e.g. bat owl).
- ୪. ଭୂତ; ପ୍ରେତ —୪. Ghost; fiend.
- ୫. ଯାମିକଭଟ; ପ୍ରହରୀ; ଚୌକିଦାର —୫. A watchman.
- ୬. ଚନ୍ଦ୍ରମା —୬. Moon (Apte).
- ୭. ରାତ୍ରିରେ ବିଚରଣକାରୀ ଜୀବ —୭. A night-rover.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ରାତିରେ ବିଚରଣକାରୀ —Roving in the night.