Jump to content

ରଜନି କର

ଉଇକିଅଭିଧାନ‌ରୁ

ରଜନି କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ରଜନୀରେ କର=କିରଣ ଯାହାର)

[ସମ୍ପାଦନା]
୧. ନିଶାକର; ଚନ୍ଦ୍ର — ୧. The moon.
୨. କର୍ପୂର —୨. Camphor.
୩. (ରଜ+ନିକର; ୬ଷ୍ଠୀ ତତ୍)—ଧୂଳିସମୂହ — ୩. A mass or cloud of dust.

(ଉ—ବୁଜାଇ ନୟନ ରଜନିକରେ, ବଳରେ ସୃଷ୍ଟି କବଳ କରେ— ଭଞ୍ଜ. ବୈଦେହୀଶବିଳାସ)