ରଜନି ଗନ୍ଧ
ଦେଖଣା
ରଜନି ଗନ୍ଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ରଜନୀରେ ଯାହାର ଗନ୍ଧ ଚହଟେ)
[ସମ୍ପାଦନା]ହସନ ହେନା ଗଛ ଓ ଫୁଲ; ଉଦ୍ୟାନଜାତ ଗୁଳ୍ମ ଓ ତହିଁର ଫୁଲ; ଗଜଦନ୍ତୀ ଫୁଲ — The tube rose; Polianthes Tuberosa.
[ଦ୍ରଷ୍ଟବ୍ୟ —ଏହାର କନ୍ଦରୁ ପତ୍ରମାନ ବାହାରେ ଓ ଏହାର ମୂଳରୁ ପିଆଜ ପରି କନ୍ଦାକୁ ପୋତିଲେ ଗଛ ହୁଏ ବର୍ଷାଦିନେ ଲମ୍ୱ ଦଣ୍ଡର ଅଗରେ ଯୋଡ଼ା ଯୋଡ଼ା ଈଷତ୍ ଧଳା ଲମ୍ୱ ଡ଼େମ୍ଫଯୁକ୍ତ ମଧୁରଗନ୍ଧ, ଷଟ୍ଦଳ ଓ ଷଟ୍— କେଶରଯୁକ୍ତ ଫୁଲ ଧରେ ଏଥିର ଫୁଲ ରାତିରେ ଫୁଟେ ଓ ରାତିରେ ଚାରିଆଡ଼େ ସୁଗନ୍ଧ ବିକୀରଣ କରେ]