ରଜସ୍ତମସ୍କ
(ରଜସ୍ତମସ୍କା—ସ୍ତ୍ରୀ)
ରଜୋଗୁଣ ଓ ତମୋଗୁଣଦ୍ୱାରା ଅଧିକୃତ ବା ପ୍ରଭାବିତ —(a man or thing) Under the influence of the ୨ qualities Rajas and Tamas.