Jump to content

ରଜାଙ୍କ ଛାମୁ

ଉଇକିଅଭିଧାନ‌ରୁ

ରଜାଙ୍କ ଛାମୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ୱୟଂ ରାଜା —The Rājā himself; His Highness.

[ଯଥା—ମତେ ରଜାଙ୍କ ଛାମୁରୁ ଡ଼ାକରା ହୋଇଛି]

ଦେଶଜ - ଅ

[ସମ୍ପାଦନା]

ରଜାଙ୍କ ନିକଟ —The presense of His Highness.

[ଯଥା—ରଜାଙ୍କ ଛାମୁରେ ମୁଁ ଗୁରାହି କରିବି]