Jump to content

ରଜାପ୍ରଜା ସମ୍ପର୍କ

ଉଇକିଅଭିଧାନ‌ରୁ

ରଜାପ୍ରଜା ସମ୍ପର୍କ

ଉଚ୍ଚାରଣ

[ସମ୍ପାଦନା]

[ରଜା ପ୍ରଜା ସମ୍ୱନ୍ଧ—ଅନ୍ୟରୂପ]

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା)

[ସମ୍ପାଦନା]

ଜମିଦାର ଓ ରଇତ ମଧ୍ୟରେ ଥିବା ସମ୍ୱନ୍ଧ; କୌଣସି ରଇତ ସଙ୍ଗେ ଉକ୍ତ ବୃତ୍ତିର ଜମିଦାରଙ୍କର ଥିବା ସମ୍ୱନ୍ଧ —Relationship of landlord and tenant between two persons.

[ଦ୍ରଷ୍ଟବ୍ୟ —ଜଣେ ବ୍ୟକ୍ତି ଜଣେ ରଇତ ନାମରେ ବାକି ଖଜଣା ପାଇଁ ନାଲିସ କଲେ, ଯଦ୍ୟପି ଅନ୍ୟ ଜଣେ ଉକ୍ତ ବୃତ୍ତିର ଜମିଦାର ହୋଇଥାଏ, ତେବେ ଉକ୍ତ ରଇତ ଜବାବ୍ ଦିଏ ଯେ ବାଦୀଙ୍କ ସଙ୍ଗେ ମୋର 'ରଜା ପ୍ରଜା ସମ୍ପର୍କ' ନାହିଁ]