ରଜି
(ନାମ) ଚନ୍ଦ୍ରବଂଶୀୟ ରାଜପୁତ୍ର; ପୁରୁରବାଙ୍କ ପୌତ୍ର୍ୟ; ଆୟୁଙ୍କ ପୁତ୍ର ଓ ନହୁଷଙ୍କ ସହୋଦର; ସିଂହିକାତନୟ ରାହୁଙ୍କର ଦୌହିତ୍ର —Name of a prince of the Lunar dynasty of India.