ରଜିକା
ଦେଖଣା
ରଜିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ରଜକ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଯେଉଁ ସ୍ତ୍ରୀଲୋକ ନିଜେ ଲୁଗା କାଚେ —୧. Washer-woman.
- ୨. ତିନି ଦିନ ହେଲା ଋତୁମତୀ ହୋଇଥିବା ନାରୀ — ୨. A woman on the third day of her menses.
[ଦ୍ରଷ୍ଟବ୍ୟ —ରଜକ ଶବ୍ଦ ଜାତିବାଚକ ରୂପେ ବ୍ୟବହୃତ ହେଲେ ତହିଁର ସ୍ତ୍ରୀଲିଙ୍ଗ ରଜକୀ (=ଧୋବଣୀ, ଧୋବାର ସ୍ତ୍ରୀ) ଓ ଏହି ଶବ୍ଦ କାର୍ଯ୍ୟବାଚକରୂପେ ବ୍ୟବହୃତ ହେଲେ ତହିଁର ସ୍ତ୍ରୀଲିଙ୍ଗ ରଜିକା ହୁଏ; (ଧୋବା ଜାତିର ହେଉ ବା ନ ହେଉ) ଯେଉଁ ସ୍ତ୍ରୀ ଲୁଗା କାଚି ସଫା କରେ]