Jump to content

ରଜିତ

ଉଇକିଅଭିଧାନ‌ରୁ

ରଜିତ

ଉଚ୍ଚାରଣ

[ସମ୍ପାଦନା]
(ରଜିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରଞ୍ଜ୍ ଧାତୁ ଣିଚ୍ ରଜି ଧାତୁ+କର୍ମ. ତ)

[ସମ୍ପାଦନା]
୧. ବିଚଳିତ —୧. Affected; excited; moved (M.W.)
୨. ମୁଗ୍ଧ; ମୋହିତ — ୨. Captivated (M.W.).
୩. ପ୍ରଲୋଭିତ — ୩. Allured (M.W.); tempted.