ରଜୋନିବୃତ୍ତି
ଦେଖଣା
ରଜୋନିବୃତ୍ତି
ଉଚ୍ଚାରଣ
[ସମ୍ପାଦନା]ରଜୋବନ୍ଧ, ରଜୋରୋଧ, ରଜୋନିରୋଧ—ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ରଜଃ+ନିବୃତ୍ତି)
[ସମ୍ପାଦନା]- ୧. ନିୟମିତ ମାସିକ ରଜୋଦର୍ଶନ ରହିତ ହୋଇଯିବା —୧. The cessation or supression of the menstrual flow in woman of advanced age.
[ଦ୍ରଷ୍ଟବ୍ୟ —ସ୍ତ୍ରୀମାନଙ୍କର ରୋଗ ହେଲେ, ଗର୍ଭାବସ୍ଥାକାଳରେ ଓ ୫ ବର୍ଷ ଟପି ଗଲେ ସୋମାନଙ୍କର ମାସିକ ରଜସ୍ରାବ ବନ୍ଦହୋଇ— ଯାଏ]
- ୨. ରଜସ୍ୱଳା ହେବାର ୩ ଦିନ ପରେ ରଜୋନିର୍ଗମର ବନ୍ଦ ହେବା —୨. The stoppage of the menstrual flow after the ୩rd day of the appearance of menses.