ରଜ୍ଜୁଧାନ
ଗୋ— ମେଷାଦି ପଶୁଙ୍କର ବେକର ଯେଉଁ ଅଂଶର ଚାରି ପାଖେ ପଘା ବନ୍ଧା ଯାଏ —The part of the neck of a domestic animal round which a rope is fastened (M.W.).