Jump to content

ରଜ୍ଜୁ ଭ୍ରମ

ଉଇକିଅଭିଧାନ‌ରୁ

ରଜ୍ଜୁ ଭ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]

ଭ୍ରମବଶତଃ ରଜ୍ଜୁଭିନ୍ନ କୌଣସି ବସ୍ତୁରେ ରଜ୍ଜୁଜ୍ଞାନ —Mistaking a thing to be a rope which it is not.

[ଯଥା—କାମାନ୍ଧ ବ୍ୟକ୍ତି ରଜ୍ଜୁଭ୍ରମରେ ସର୍ପକୁ ଅବଲମ୍ୱନ କରି ଚାଳ ଉପରକୁ ଚେଷ୍ଟା କଲା—ନ୍ୟାୟ]