Jump to content

ରଜ ଘ ଷ

ଉଇକିଅଭିଧାନ‌ରୁ

ରଜ ଘ ଷ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ରଞ୍ଜ ଧାତୁ+ଘୃଷ୍ ଧାତୁ)

[ସମ୍ପାଦନା]
୧. (ଅନ୍ୟର) ସମ୍ପର୍କରେ ଆସିବା; ଚଳପ୍ରଚଳ — ୧. Constant association.

[ଉ—ସେ ଟୋକା ମାଇକିନିଆଙ୍କ ସଙ୍ଗରେ ସବୁବେଳେ ରଜଘଷ ହେବାରୁ ଭାରି ଝିଟି ହୋଇ ଯାଇଅଛି ଫକୀରମୋହନ. ଗଳ୍ପସ୍ୱଳ୍ପ]

୨. ଅତ୍ୟନ୍ତ ମିଶାମିଶି; ଅତି ପରିଚୟ —୨. Too much familiarity.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅଭ୍ୟସ୍ତ —୧. Habituated.
୨. ଯେ ଅନ୍ୟ ସଙ୍ଗେ ସର୍ବଦା ଚଳପ୍ରଚଳ ହୁଏ ବା ମିଶେ — ୨. Associating constantly; familiarly mixing with another.