Jump to content

ରଜ ପାଳନା

ଉଇକିଅଭିଧାନ‌ରୁ

ରଜ ପାଳନା

ଉଚ୍ଚାରଣ

[ସମ୍ପାଦନା]

[ରଜପାଳିବା—କ୍ରିୟାରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରଜ ସମୟରେ ଭୂମି ଖନନ ନ କରିବା ଭୂମିରେ ନ ଲେଖିବା, ଭୂମିରେ ନ ଚାଲିବା, ନ ରାନ୍ଧିବା ଆଦି ନିୟମର ପାଳନ — The observance of the rules and prohibitions which should be observed during the Raja festival.

[ଦ୍ରଷ୍ଟବ୍ୟ —ଏହାକୁ ସ୍ତ୍ରୀଲୋକମାନେ ବିଶେଷଭାବରେ ପାଳନ କରନ୍ତି]