ରଜ ବୁଲା
ଦେଖଣା
ରଜ ବୁଲା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରଜ ପର୍ବରେ ସ୍ତ୍ରୀଙ୍କର ଓ ବାଳକବାଳିକା— ମାନଙ୍କର ସାଇସାଇ ଓ ଗ୍ରାମଗ୍ରାମ ବୁଲିବା — Visiting of different villages or pleasure-trips taken by females and children during the Raja festivals.
[ଦ୍ରଷ୍ଟବ୍ୟ —ଏ ସମୟରରେ ୩ ଦିନ ଘରଲିପା ଓ ରୋଷେଇ ଆଦି ଗୃହକର୍ମ ନ ଥିବାରୁ ସ୍ତ୍ରୀ ଓ ବାଳିକାମାନେ ଏଣେ ତେଣେ ବୁଲି ଓ କଉଡ଼ୀ, ତାସ୍ ପଶା ଆଦି ଖେଳ ଓ ପୁଚୀ ଖେଳି ଦିନ କଟାନ୍ତି]