ରଞ୍ଚିତ
ରଚିତ (ଦେଖ) - — Rachita (See)
[ଉ—ଶିରେ ରଞ୍ଚିତ କୁଟିଳ କବରୀ— ପ୍ରାଚୀ. ଶିଶୁଶଙ୍କର ଉଷା ଅଭିଳାଷ; ତଡ଼ିତ ଆଭା ପୀତାମ୍ୱର, ରଞ୍ଚିତ ଅଷ୍ଟ ଅଳଙ୍କାର—ଭୂପତି. ପ୍ରେମପଞ୍ଚାମୃତ]