ରଞ୍ଚିବା
ରଚିବା [ଦେଖ] — Rachibā (See)
[ଉ—କର୍ଣ୍ଣଙ୍କର ଶରକୁ ନ କରି ଗଣନା, ଶରବୃଷ୍ଟି ରଞ୍ଚିଲେ ଭୀମ ମହାମନା—କୃଷ୍ଣସିଂହ. ମହାଭାରତ. ଦ୍ରୋଣ]