Jump to content

ରଞ୍ଛା

ଉଇକିଅଭିଧାନ‌ରୁ

ରଞ୍ଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - [ସଂସ୍କୃତ - ରଚିତ; ରଞ୍ଜିତ]

[ସମ୍ପାଦନା]

ଶୋଭିତ —Adorned with.

[ଉ—କୁଞ୍ଚା ରଞ୍ଛା ଧଡ଼ି କି ଶୋଭନ ଗୋ—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର କୃଷ୍ଣ ଜୀରକ [କବିରାଜ ହରେକୃଷ୍ଣ. ଦ୍ରବ୍ୟଗୁଣ] — A kind of black cumin seed.