Jump to content

ରଞ୍ଜନକ

ଉଇକିଅଭିଧାନ‌ରୁ

ରଞ୍ଜନକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରଞ୍ଜନ+କ)

[ସମ୍ପାଦନା]
୧. କଟ୍ଫଳ; କାଫଡ଼; ହିମାଳୟର ଆରଣ୍ୟ ତରୁବିଶେଷ —୧. Myrica Sapida; Myrica Nagi; a medicinal plant.
୨. ପଣସ (ହିନ୍ଦୀ - ଶ) —୨. Jack fruit.