ରଞ୍ଜନୀ
ଦେଖଣା
ରଞ୍ଜନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରଞ୍ଜନ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. କମ୍ପିଲ୍ଲକ; କମଳାଗୁଣ୍ଡି — ୧. Mellotus Phillippineness; Kamila.
[ଏହା ସ୍ନୁହିକାଦି ବର୍ଗର ଆରଣ୍ୟ ଗୁଳ୍ମ ଏହାର ଫଳର ପୃଷ୍ଠଜାତ ନାଲି ଗୁଣ୍ଡା ଔଷଧରେ ଲାଗେ ଓ
ଏହାଦ୍ୱାରା ପାଟଆଦିକୁ ନାରଙ୍ଗ ବର୍ଣ୍ଣରେ ରଙ୍ଗ କରାଯାଏ]
- ୨. ନୀଳଗୁଳ୍ମ —୨. Indigo plant.
- ୩. ମଞ୍ଜିଷ୍ଠା — ୩. The INdian madder.
- ୪. ଶେଫାଳିକା; ଗଙ୍ଗଶିଉଳି ଫୁଲ —୪. A flower; Nyctanthes Arbor Tristes.
- ୫. ହରିଦ୍ରା; ହଳଦୀ —୫. Turmeric.
- ୬. ପର୍ପଟୀ; ରକ୍ତବର୍ଣ୍ଣ ସୁଗନ୍ଧ ମୃତ୍ତିକା— ବିଶେଷ —୬. A kind of red aluminious earth.
- ୭. ନାଗବଲ୍ଲୀ (ହିନ୍ଦୀ - ଶ) —୭. Piper betel.
- ୮. ଜତୁକାନାମ୍ନୀ ବନ୍ୟଲତା (ହିନ୍ଦୀ - ଶ) —୮. A kind of wild creeper.
- ୯. ଋଷଭସ୍ୱରର ତିନି ଶ୍ରୁତି ମଧ୍ୟରୁ ଦ୍ୱିତୀୟ ଶ୍ରୁତି (ହିନ୍ଦୀ - ଶ) —୯. The ୨nd of the three secondary tunes of the first scale of Hindu music.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ରଞ୍ଜନର ସ୍ତ୍ରୀଲିଙ୍ଗ —Feminine of Ran̄jana.
[ଉ—କରେ ରଜନୀ କି ରଞ୍ଜନୀ କରି ଏ ପ୍ରକାଶେ ତେମନ୍ତ ଭଞ୍ଜ. କୋଟି ବ୍ରହ୍ମାଣ୍ଡସୁନ୍ଦରୀ]
ଦେଶଜ - ବି—(ସଂସ୍କୃତ - ନଖ ରଞ୍ଜନୀ)
[ସମ୍ପାଦନା]ନହୁରୁଣୀ —Barber's nail-cutter.
[ଉ—ରଞ୍ଜନୀରେ, ଯତ୍ନେ ନଖ ମାଜି ଦେଲେ ଖରେ ଅଦ୍ଭମନ୍ୟୁ ବିଧଗ୍ଧଚିନ୍ତାମଣି]