Jump to content

ରଞ୍ଜାଳି ହେବା

ଉଇକିଅଭିଧାନ‌ରୁ

ରଞ୍ଜାଳି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ଉଦାହରଣ—ମୋ ଦେହ ରଞ୍ଜାଳି ହେଉଛି)

[ସମ୍ପାଦନା]

ରୋଗ ଆଦି ଯୋଗୁ ଦେହର ଉତ୍ତାପ ବଢ଼ିବା ଓ ଝାଳ ବହିବାଯୋଗୁଁ ଦେହରେ ଅତ୍ୟନ୍ତ ରଗମ ଅନୁଭୂତି ହେବା —A feeling of heart on account of increase of temperature in the body and perspiration.

ଦେଶଜ - କ୍ରିୟାପଦ - (ଉଦାହରଣ—ତିନି ଦିନ ହେଲା ଏ କାମରେ ମୁଁ ରଞ୍ଜାଳି ହେଲିଣି)

[ସମ୍ପାଦନା]
୧. ବ୍ୟତିବ୍ୟସ୍ତ ହେବା; ଦହଗଞ୍ଜ ହେବା —୧. To be bothered or troubled.
୨. ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ ହେବା —୨. To be awfully busy.
୩. ବ୍ୟସ୍ତ ହୋଇ ଖୋଜିବା — ୩. To search for a thing very anxiously.