ରଞ୍ଜା ରଞ୍ଜି
ଦେଖଣା
ରଞ୍ଜା ରଞ୍ଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓ ବିଶେଷଣ -(ସଂସ୍କୃତ - ରଂଜାନ)
[ସମ୍ପାଦନା]- ୧. ଅନ୍ୟୋନ୍ୟ ମନୋରଞ୍ଜନ —୧. Pleasing each other.
[ଉ—ବେଗେ ସରାଗେ ତୋଳିଲେ ଶିଷ୍ୟେ ଗୁରୁ ପ୍ରାୟେ ହେଲେ, ବେନି ଭ୍ରାତ ମନ ରଞ୍ଜାରଞ୍ଜି. ବିଶ୍ୱନାଥ. ବିଚିତ୍ର ରାମାୟଣ] ===
- ୨. ଅନ୍ୟୋନ୍ୟ ପ୍ରତି ଅନୁରକ୍ତି —୨. Attach ment to each other.
- ୩. (ଫାରାସୀ - ରଂଜ୍)—ପରସ୍ପର ପ୍ରତି କ୍ରୋଧାପନ୍ନ —୩. Angry with each other.