ରଞ୍ଜିତ ଦୃଷ୍ଟି
ନେତ୍ର ରୋଗବିଶେଷ; ଯାହା ଯୋଗୁଁ ପଦାର୍ଥମାନ ରୋଗୀର ଆଖିକୁ ରଞ୍ଜିତ ବା ରଙ୍ଗବିଶିଷ୍ଟ ଦେଖାଯାଏ —Chromatopsia; coloued vision.