Jump to content

ରଞ୍ଜେଇବା

ଉଇକିଅଭିଧାନ‌ରୁ

ରଞ୍ଜେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରଞ୍ଜିବା କ୍ରିୟାର ଣିଜନ୍ତ ରୂପ — ୧. Causative form of Ran̄jibā.
୨. ରଞ୍ଜିତ କରିବା —୨. To dye.
୩. ସନ୍ତୁଷ୍ଟ କରିବା —୩. To please.

[ଉ—ଧର୍ମରେ ସେ ପ୍ରଜାମାନଙ୍କୁ ରଞ୍ଜିଲେ କୃଷ୍ଣସିଂହ. ମହାଭାରତ ଆଦି]

୪. (ଫାରାସୀ - ରଂଜ୍) ବିରକ୍ତ କରାଇବା; ରାଗ ଜନ୍ମାଇବା — ୪. To tease; to annoy.
୫. ମୁଗ୍ଧ କରିବା; ମୋହିତ କରିବା —୫. To charm; to enchant.

[ଉ—ଗଞ୍ଜାଇବି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନ ଝଳି କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଗ. ଗୀତ]

୬. ରଞ୍ଜା ଦେବା (ଦେଖ) - —୬. Ran̄jā debā (See)

[ଉ—କାକୁଡ଼ି ପାଇଁକି ରଞ୍ଜା ରଞ୍ଜେଇଲି, ବଳେ ମାଡ଼ିଗଲା ପୋଇ; କାନ୍ତଙ୍କ ପାଇଁକି ଶେଯ ଶୋଯାଇଲି ଶାଇଗଲା ନଣନ୍ଦେଇ ଢଗ]