Jump to content

ରଟଟ

ଉଇକିଅଭିଧାନ‌ରୁ

ରଟଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ)

[ସମ୍ପାଦନା]

ଦାନ୍ତ ରଗଡ଼ିବାର ଶବ୍ଦ; କଡ଼ମଡ଼ି — The sound produced by the grinding of the teeth.

[ଉ—ସମଦେ କିଳିକିଳା ନିନାଦ, କରନ୍ତେ ଶୁଭେ ରଟଟ ନାଦ ଭଞ୍ଜ. ସୁଭଦ୍ରା ପରିଣୟ]