Jump to content

ରଟତି

ଉଇକିଅଭିଧାନ‌ରୁ

ରଟତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରିୟାପଦ - [ରଟ ଧାତୁର ବର୍ତ୍ତମାନ କାଳ, ପ୍ରଥମ ପୁରୁଷ (୩ୟ ପୁରୁଷ) ଏକବଚନରେ ରୂପ; ଏହା ଓଡ଼ିଆ ପୁରାଣରେ ଓ ପ୍ରାଚୀନ ଭକନରେ ଓ ଗୀତମାନଙ୍କରେ ଏହି ଆକାରରେ ବ୍ୟବହୃତ ହୋଇଥିବା ଦେଖାଯାଏ ପ୍ରାଚୀନ ବଙ୍ଗଳାରେ ମଧ୍ୟ ଏହି ଆକାରର ବ୍ୟବହାର ଦେଖା— ଯାଏ]

[ସମ୍ପାଦନା]

(ସେ) ରଟୁଅଛି; ବାରମ୍ୱାର ଉଚ୍ଚାରଣ କରୁଅଛି — (he) Is uttering repeatedly; is repeating loudly.