Jump to content

ରଟନ୍

ଉଇକିଅଭିଧାନ‌ରୁ

ରଟନ୍

ଉଚ୍ଚାରଣ

[ସମ୍ପାଦନା]
(ରଟନ୍ତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରଟ୍ ଧାତୁ+କର୍ତ୍ତୃ ଅତ; ୧ମା୧ବ)

[ସମ୍ପାଦନା]

ଯେ କୌଣସି ବିଷୟ ଘୋଷୁ ଥାଏ; ବାରଂବାର ଉଚ୍ଚାରଣ କରୁଥିବା —Uttering repeatedly; proclaiming.