Jump to content

ରଟନ୍ତୀ

ଉଇକିଅଭିଧାନ‌ରୁ

ରଟନ୍ତୀ

ଉଚ୍ଚାରଣ

[ସମ୍ପାଦନା]

ରଟନ୍ତୀ ଚତୁର୍ଦ୍ଦଶୀ, ରଟନ୍ତ୍ୟାପ ଚତୁର୍ଦ୍ଦଶୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - [ରଟ୍ ଧାତୁ+କର୍ତ୍ତୃ. ଅତ୍ (ଶତୃ)+ସ୍ତ୍ରୀ. ଇ]

[ସମ୍ପାଦନା]

ମାଘ କୃଷ୍ଣା ଚତୁର୍ଦ୍ଦଶୀ —The ୧୪th day of the dark fortnight of Māgha month.

[ଦ୍ରଷ୍ଟବ୍ୟ —ଶାସ୍ତ୍ରରେ ଅଛି ଯେ, ଏହି ଦିନ ବ୍ରହ୍ମଘ୍ନ, ସୁରାପ ଆଦି ମହାପାପିଗଣ ସୂର୍ଯ୍ୟୋଦୟ ସମୟରେ କୌଣସି ତୀର୍ଥର ଜଳରେ (ବିଶେଷତଃ ଯମୁନା ଜଳରେ) ସ୍ନାନ କଲେ ସେମାନେ ପାପମୁକ୍ତ ହେବେ ବୋଲି ଜଳମାନେ ରଟନ୍ତି ବା ଘୋଷଣା କରନ୍ତି]