Jump to content

ରଟରଟାୟମାନ

ଉଇକିଅଭିଧାନ‌ରୁ

ରଟରଟାୟମାନ

ଉଚ୍ଚାରଣ

[ସମ୍ପାଦନା]
(ରଟରଟାୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ କଟକଟ ଶବ୍ଦ କରୁଅଛି — ୧. Craoking (M.W.)
୨. ଯାହା ରଟ ରଟ ଶବ୍ଦ କରୁଅଛି — ୨. Producing a snapping or creaking sound.