ରଟିତ
ଦେଖଣା
ରଟିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ରଟ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଘୋଷିତ — ୧. Repeatedly uttered.
- ୨. ପ୍ରଚାରିତ — ୨. Proclaimed; published.
- ୩. ଖ୍ୟାତ — ୩. Renowned.
- ୪. ଉଚ୍ଚାରିତ; କଥିତ — ୪. Spoken; uttered.
ସଂସ୍କୃତ - ବିଶେଷ୍ୟ - (+ଭାବ. ତ)
[ସମ୍ପାଦନା]- ୧. କଥନ —୧. Speaking; utterance.
- ୨. ଗର୍ଜନ; ଚିତ୍କାର; କୁହାଟ —୨. Scream; shout; yell; cry (Apte).