ରଟ୍ମଟ୍
ଦେଖଣା
ରଟ୍ମଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ବିସ୍ଫାରିତ ଦୃଷ୍ଟିରେ (ଚାହିଁବା); କଟମଟ କରି (ଚାହିଁବା) —୧. (To stare) With expanded eyes.
- ୨. ଏକ ଦୃଷ୍ଟିରେ (ଚାହିଁବା) — ୨. In a staring manner.
[ଯଥା—ସେ ମୋ ଆଡ଼କୁ ରଟ୍ମଟ୍ କରି ଚାହିଁଛି]
[ଦ୍ରଷ୍ଟବ୍ୟ —'ରୁଟ୍ମୁଟ୍' 'ରଟ୍ମଟ୍' ଠାରୁ କ୍ଷୁଦ୍ରତର ଓ ମଧୁରତର ଭାବ ସୂଚନା କରେ]
- ୩. ଦାନ୍ତ ରଗଡ଼ିବାର ଶବ୍ଦ —୩. The sound produced by grinding the teeth of both the jaws.