ରଟ୍ରଟ୍
ଦେଖଣା
ରଟ୍ରଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ (ଧ୍ୱନ୍ୟନୁକରଣ; ତୁଳ ସଂସ୍କୃତ - ରଟରଟାୟମାନ)
[ସମ୍ପାଦନା]- ୧. ଦାନ୍ତରେ ଦଉଡ଼ି ଆଦି ଛିଣ୍ଡାଇବାର ଶବ୍ଦ — ୧. Cracking sound made by nibbling a cord.
- ୨. ବଳପୂର୍ବକ ଟାଣୁଆ ପଦାର୍ଥକୁ ଦାନ୍ତରେ କାମୁଡ଼ି ରେକେଟିବା ପ୍ରକାରେ —୨. Nibbling at a hard substance.
[ଯଥା—ମୂଷା ବେତପେଡ଼ିକୁ ରଟ୍ରଟ୍ କାଟୁଛି]
- ୩. ଟାଣଦଉଡ଼ିକୁ ବଳପୂର୍ବକ ଭିଡ଼ି ଦେଲେ ତାହା କ୍ରମେ କ୍ରମେ ଛିଣ୍ଡି ଯିବାର ଶବ୍ଦ —୩. Successive snapping sounds made by a cord when it is tightly drawn.
- ୪. ଖଟ, ସବାରି— ବାଉଁଶ ଆଦିର ଉପରେ ବେଶି ଭାର ପଡ଼ିଲେ ତହିଁରୁ ଯେଉଁ ଶବ୍ଦ ହୁଏ —୪. Repeated cracking or snapping sounds made by a furniture under a heavy load.
[ଦ୍ରଷ୍ଟବ୍ୟ —'ରୁଟ୍ରୁଟ୍' 'ରଟ୍ରଟ୍' ଠାରୁ କ୍ଷୁଦ୍ରତର ଶବ୍ଦ ସୂଚନା କରେ]