Jump to content

ରଟ୍ କିନା

ଉଇକିଅଭିଧାନ‌ରୁ

ରଟ୍ କିନା

ଉଚ୍ଚାରଣ

[ସମ୍ପାଦନା]

ରଟକ (କି) ରି, ରଟ୍ଦ (ଧ) ସ୍ ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଖୁବ୍ ବଳ ସହକାରେ ଟଣା ହେଲେ ଦଉଡ଼ି ଉଚ୍ଚ ଶବ୍ଦ କରି ଛିଣ୍ଡିଯିବା ପ୍ରକାରେ —୧. Snapping with a croaking sound (said of a rope.)

(ଯଥା—ଦଉଡ଼ିଟା ରଟ୍କିନି ଛିଡ଼ିଗଲା)

୨. ହଠାତ୍ ଜୋର୍ପୂର୍ବ୍ୱକ କାମୁଡ଼ିବା ପ୍ରକାରେ —(biting) Sharply.

[ଉ—ରଟ୍କିନି ସେ ଦିଏ କାମୁଡ଼ି, ହୁକେ ହୁକେ ବୋଲି ପକାଉ ରଡ଼ି— ଶିଶୁଗୀତ ବିଲୁଆନନା]

[ଦ୍ରଷ୍ଟବ୍ୟ —କାମୁଡ଼ିବା ଅର୍ଥରେ ରଟ୍କିନା ଅପେକ୍ଷା ରୁଟ୍କିନା ଅଳ୍ପତର ଶକ୍ତିପ୍ରୟୋଗର ସୂଚନା କରେ]

[ଯଥା—ବାୟା ମନୁଷ୍ୟଟା ମୋ ହାତକୁ ରଟ୍କିନା କାମୁଡ଼ିଦେଲା, ଧୂଳିଆଜନ୍ଦା ପିଲାକୁ ରୁଟ୍କିନି କାମୁଡ଼ିଦେଲା]