ରଟ୍ (ଧାତୁ)
ଦେଖଣା
ରଟ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. କହିବା; ବୋଲିବା —୧. To speak.
- ୨. ବାରଂବାର କହିବା —୨. To speak repeatedly.
- ୩. ଗର୍ଜନ କରିବା; ରଡ଼ି କରିବା; ଉଚ୍ଚୈସ୍ୱରରେ ଚିତ୍କାର କରିବା; କୁହାଟିବା —୩. To roar; to yell; to shout; to scream; to cry (M.W.).
- ୪. ଉଚ୍ଚୈସ୍ୱରରେ ଡାକିବା ବା ଘୋଷଣା କରିବା —୪. To proclaim or call out loudly (Apte).
- ୫. ଆନନ୍ଦରେ ଚିତ୍କାର କରିବା; ଜେଜେକାର କରିବା —୫. To shout with joy; to applaud (Apte).
- ୬. (ଘଣ୍ଟା ଆଦି) ବାଜିବା — ୬. To ring (as a bell) (M.W.)
- ୭. (କୁରାଢ଼ି ଆଦି) କୌଣସି ବସ୍ତୁକୁ କାଟିବାବେଳେ ଶବ୍ଦ କରିବା — ୭. To crash (as an axe) (M.W.).