Jump to content

ରଡ଼ିବା

ଉଇକିଅଭିଧାନ‌ରୁ

ରଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ରଟ୍ ଧାତୁ)

[ସମ୍ପାଦନା]
୧. ଉଚ୍ଚୈଃସ୍ୱରରେ ବହୁକ୍ଷଣ କାନ୍ଦିବା; ଡକା ପାଡ଼ିବା —୧. To wail loudly; to lament loudly; to bewail.

(ଉ—ବନ୍ଧୁ କ୍ଷମା ସରସୀ, ହୋଇ ଅନ୍ୟାଭିଳାଷୀ, ଅରଣ୍ୟରେ ପଶି ମୁଁ ରଡ଼ିଲିରେ କବିସୂର୍ଯ୍ୟ. ସଙ୍ଗୀତ)

୨. ଅଡ଼ିବା (ଦେଖ) - —୨. Aṟḍ̠ibā (See)
୩. ବ୍ୟାପିବା; ଘୋଟିବା —୩. To spread over; to be diffused.

(ଉ—ସୈନ୍ୟଙ୍କ ପାଦ ଘାତେ ଉଡ଼ି ମହାଧୂଳି, ରହିଲା ସେ ଆକାଶମଣ୍ଡଳରେ ରଡ଼ି କୃଷ୍ଣସିଂହ. ମହାଭାରତ. ଦ୍ରୋଣ)

୪. (ଶିଶୁ) ଅବୁଝା ହୋଇ କାନ୍ଦିବା — ୪. To cry unreasonably (said of naughty children); to fret.
୫. ବହୁ ସମୟ ବକିବା ବା ପାଟି କରି କହିବା —୫. To speak loudly for a length of time.