ରଡ଼ି ଛାଡ଼ିବା
ଦେଖଣା
ରଡ଼ି ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ରଡ଼ି କରିବା, ରଡ଼ି ଦେବା, ରଡ଼ି ପକା(କେ)ଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗର୍ଜନ କରିବା —୧. To roar; to bray; to scream.
(ଉ—ଚତୁରକ୍ଷ ହୋଇ ତହୁଁ ବେନି ଅନୀକିନୀ ଛାଡ଼ିଲେ ଭୈରବ ରଡ଼ି ରାଧାନାଥ. ମହାଯାତ୍ରା)
- ୨. ଉଚ୍ଚୈଃସ୍ୱରରେ କାନ୍ଦବୋବାଳି କରିବା; ଡକା ପାଡ଼ିବା; ଡକା ପକାଇବା —୨. To lament or wail loudly.
(ଉ—ଗୋବିନ୍ଦ ଗଲା ଏକା ଛାଡ଼ି, ତେଣୁଟି ଦେଉଅଛି ରଡି ଭୂପତି. ପ୍ରେମପଞ୍ଚାମୃତ)