ରଡ଼ ନିଆଁ
ଦେଖଣା
ରଡ଼ ନିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଡ଼ ନିଆଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜଳନ୍ତା ଅଙ୍ଗାର; ଯେଉଁ ନିଆଁର ଦହକ ଲିଭି ନ ଥାଏ; ଦହକ ନିଆଁ —A live fire blazing fire.
[ଦ୍ରଷ୍ଟବ୍ୟ —ଯେଉଁ ନିଆଁରୁ ଆଲୋକ ଶିଖା ବାହାରୁ ନ ଥାଏ, ଅଥଚ ତାହା ଦପ୍ଦ୍ ହେଉ ଥାଏ, ତାକୁ ରଡ଼ନିଆଁ ବୋଲାଯାଏ]