ରଡ଼ ରଡ଼
ଦେଖଣା
ରଡ଼ ରଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ବଡ଼ ଡାଳ ଆଦି ଭାଙ୍ଗି ପଡିବାବେଳେ ଉତ୍ପନ୍ନ ଉପର୍ଯ୍ୟୁପରି ଉଚ୍ଚ ଶବ୍ଦ —୧. High repeated cracking sounds (as of big boughs breaking down).
- ୨. କଠିନ ପଦାର୍ଥକୁ ଚୋବାଇବାର ଉଚ୍ଚ କର୍କଶଶବ୍ଦ; କଡ଼ମଡ଼; ଭଡ଼ଭଡ଼; — ୨. A jarring sound produced by chewing hard things.
[ଦ୍ରଷ୍ଟବ୍ୟ —'ରଡ଼ରଡ଼' 'ମଡ଼ମଡ଼' ଠାରୁ କର୍କଶତର ଶବ୍ଦ ରଡ଼ରଡ଼ ରୁଡ଼ୁରୁଡ଼ୁ ଠାରୁ ଉଚ୍ଚତର ଶବ୍ଦ ରଡ଼ରଡ଼ ରଟରଟଠାରୁ ଉଚ୍ଚତର ଶବ୍ଦ]
- ୩. କ୍ରୋଧରେ ମୁଖବିକୃତି ଓ ଦାନ୍ତ କଡ଼ମଡ଼ କରି ଅସ୍ଥିର ହେବା — ୩. Grinding one's teeth in rage.
[ଉ— ପଡ଼ୁଶୁଣୀ ଘର ପିଠା ଦେଖି ମନ ରବେଇ ଖବେଇ, ଘଷି ଫଡ଼ାଏ ଗୁଡ଼ ଲଗେଇ ରଡ଼ମ(ର)ଡ଼ ଚୋବେଇ ଚଗ]