ରଣଚଣ୍ଡୀ
ଦେଖଣା
ରଣଚଣ୍ଡୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଯୁଦ୍ଧକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ — ୧. The Goddess of War.
- ୨. କାଳୀ ଠାକୁରାଣୀ —୨. Goddess Kāḻī.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଉଗ୍ରପ୍ରକୃତିକା ସ୍ତ୍ରୀ —୧. A shrew; a termagant woman.
- ୨. କଳିହୁଡ଼ୀ ସ୍ତ୍ରୀ — ୨. A quarrel some woman.