ରଣଜିତ୍ ସିଂହ
ଦେଖଣା
ରଣଜିତ୍ ସିଂହ
ଉଚ୍ଚାରଣ
[ସମ୍ପାଦନା](ରଣଜିତ୍ ସିଂହଜୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରଣଜିତ୍ ସିଂହ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରସିଦ୍ଧ ଶିଖବୀର ଓ ପଞ୍ଜାବର ରାଜା — ୧. Ranjit Sinha, the Sikh hero.
[ଦ୍ରଷ୍ଟବ୍ୟ —(୧୭୮-୧୮୩୯: ) ଏହାଙ୍କ ପିତାଙ୍କ ନାମ ମହାସିଂହ ପିଲା ଦିନୁ ବସନ୍ତ ରୋଗରେ ଏହାଙ୍କର ଗୋଟିଏ ଚକ୍ଷୁ ନଷ୍ଟ ହୋଇ— ଥିଲା ଏ ବିଭିନ୍ନ ଶାଖାଭୃକ୍ତ ସମସ୍ତ ଶିଖଙ୍କୁ ଏକତ୍ର କରି ପଞ୍ଜାବରୁ ଆଫ୍ଗାନମାନଙ୍କୁ ଯୁଦ୍ଧଦ୍ୱାରା ବିତାଡ଼ିତ କରି ପଞ୍ଜାବରେ ଓ କାଶ୍ମୀରରେ ଶିଖରାଜ୍ୟ ପ୍ରତିଷ୍ଠା କରିଥିଲେ; ଇଂରାଜଙ୍କ ସଙ୍ଗେ ସନ୍ଧି କରି ଏ ରାଜତ୍ୱ କରୁଥିଲେ ଏହାଙ୍କ ମୃତ୍ୟୁ ପରେ ଶିଖ ରାଜ୍ୟ ଚୂର୍ଣ୍ଣୀଭୂତ ହେଲା ଏହାଙ୍କ ସମୟରେ ଇଂରାଜମାନେ ଭାରତରେ ସ୍ଥାନେ ସ୍ଥାନେ ରାଜ୍ୟବିସ୍ତାର କରିଥିଲେ ଇଂରାଜଅଧିକୃତ ଅଂଶମାନ ନକସାରେ ନାଲି ରଙ୍ଗ ଚିହ୍ନିତ ହୋଇଥିବା ଦେଖି ଏ କହିଥିଲେ ଯେ 'ସବ୍ ଲାଲ୍ ହୋ ଯାଏଗା' ଅର୍ଥାତ୍ ଦିନେ ସମଗ୍ର ଭାରତ ଇଂରାଜ— ଅଧିକୃତ ହେବ]
- ୨. (ନାମ) ବମ୍ୱେ ପ୍ରଦେଶର ଗୁଜରାଟର ଯାମ୍ ନଗରର ରାଜ (ଏ ବିଲାତରେ ବିଦ୍ୟାଧ୍ୟୟନ କରି କ୍ରିକେଟ୍ ଖେଳରେ ଜଗବ୍ଦିଖ୍ୟାତ ହୋଇଥିଲେ) —୨. Name of the world famous cricketer of J̄āmnagar Gujerat the famous 'Ranji'.