ରଣଧ୍ୱଜା
ଦେଖଣା
ରଣଧ୍ୱଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଣଧ୍ୱଜା
|
(ରଣଧ୍ୱଜ—ସଂସ୍କୃତ - ରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରଣଧ୍ୱଜ)
[ସମ୍ପାଦନା]ଯୁଦ୍ଧ ପତାକା; ଯୁଦ୍ଧବେଳେ ପକ୍ଷମାନଙ୍କ ବାହିତ ପତାକା —Flag used in war.
[ଉ—ବାଜେ ବୀର ବାଜା, ଉଡ଼େ ରଣଧ୍ୱଜା, କମ୍ପେ ଅଭ୍ରଭେଦୀ ଗିରି କାନନ ନନ୍ଦକିଶୋର. କୃଷ୍ଣକୁମାରୀ]