Jump to content

ରଣପା

ଉଇକିଅଭିଧାନ‌ରୁ

ରଣପା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରଣ ଓ ପାଦ)

[ସମ୍ପାଦନା]
୧. କାଠର ବା ବାଉଁଶ ନିର୍ମିତ ଡେଙ୍ଗା ପାଦୁକା —୧. Stilts.

[ଉ— ବହିଛନ୍ତି ସେ ଦୀର୍ଘ ଶଳାକା ଆଦି ଢୋଲ, ଘଟନାଟ ଅରଟା ରଣପା ଯେ ମଞ୍ଜୁଳ ଯେ ଭଞ୍ଜ. ଲାବଣ୍ୟବତୀ]

[ଦ୍ରଷ୍ଟବ୍ୟ —ଏହା ୨\୩: ହାତ ଉଚ୍ଚ ଓ ଏହାର ମଝିରେ ଗୋଡ଼ ରଖିବା ପାଇଂ ଖାଦି କରାଯାଇ ଥାଏ ସେହି ଖାଦିରେ ପାଦକୁ ଦୃଢ଼ଭାବରେ ବାନ୍ଧିଲେ ମନୁଷ୍ୟ ସାଧାରଣ


ଉଚ୍ଚତା ଅପେକ୍ଷା ଡେଙ୍ଗା ଦେଖାଯାଏ ଓ ବଡ଼ ବଡ଼ ପାହୁଣ୍ଡ ପକାଇ ଦ୍ରୁତଗତିରେ ଚାଲେ ସାରଳା ଠାକୁରାଣୀଙ୍କ ସେବକମାନେ ରଣପା ପିନ୍ଧି ଠାକୁରାଣୀଙ୍କ ଘଟ ମୁଣ୍ଡାଇ ନାଚନ୍ତି]

୨. ତୁଣ୍ଡେଇ ସ୍ତ୍ରୀ —୨. A virago.

ଦେଶଜ - ବିଶେଷଣ -

[ସମ୍ପାଦନା]

ଖୁବ୍ ଡେଙ୍ଗା ବ୍ୟକ୍ତି — Very tall person.